ତିନି ମାସ ହେଲାଣି ଅଚଳ ଷ୍ଟ୍ରୀଟ ଲାଇଟ ; ଅନ୍ଧାରରେ ଦଣ୍ଡାବାଡ଼ି ର ମୁଖ୍ୟ ଛକ ।



ବୈପାରିଗୁଡା - (EXPOSE KORAPUT) କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତ ର ଦଣ୍ଡାବାଡ଼ି ଗ୍ରାମରେ ଥିବା ମୁଖ୍ୟ ଛକ ଠାରେ ଥିବା ଷ୍ଟ୍ରୀଟ ଲାଇଟ ଗତ ୩ମାସ ହେବ ଅଚଳ ହୋଇପଡିଛି ।ଯାହା ଫଳରେ ସଂନ୍ଧ୍ୟା ହେବା ମାତ୍ରେ ଏହି ଛକ ସ୍ଥାନରେ ଜାତାୟତ ରେ ଅସୁବିଧା ହେବ ସହ ଛକ ଟି ମଧ୍ୟ ଅନ୍ଧକାର ରେ ରହୁଛି ।ତେବେ ଏ ନେଇ ଅନେକ ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାର ଅଭିଯୋଗ କରିଛନ୍ତି ଦଣ୍ଡାବାଡ଼ି ଗ୍ରାମବାସୀ ।ତେବେ ଏ ନେଇ ଆମେ ଦଣ୍ଡାବାଡ଼ି ର ସରପଞ୍ଚ କମଳୀ ନାୟକ ଙ୍କ ସାଙ୍ଗରେ ଯୋଗାଯୋଗ କରିଥିଲୁ ତେବେ ସେ ଏହାକୁ କିଛି ଦିନ ଭିତରେ ଠିକ୍ କରାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି ।

REPORT---ସରୋଜ କୁମାର ଲେଙ୍କା 





Comments

Popular posts from this blog

କୋରାପୁଟରେ ୧୨ ତମ ଜିଲ୍ଲା ସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ..

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ବୈପାରିଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ ।

ଆସନ୍ତା ୨୫ତାରିଖ ଦିନ ଜାତୀୟ ମତଦାତା ଦିବସ ପାଳନ କରାଯିବ ।