ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ବୈପାରିଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ଆର୍ଥିକ ରାଶି ପ୍ରଦାନ ।

 


ବୈପାରିଗୁଡା - (EXPOSE KORAPUT) ଶ୍ରୀ ରାମ ଜନ୍ମଭୁମି ଅଯୋଧ୍ୟା ରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସାରା ଦେଶରେ ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ଯାଇଥିବା ବେଳେ କୋରାପୁଟ ଜିଲ୍ଲା ବୈପାରିଗୁଡା ରେ ଥିବା ବ୍ରାହ୍ମଣ ସମାଜ ପକ୍ଷରୁ ୧ଲକ୍ଷ ୬ହଜାର ୫ଶହ ଏକାବନ ଟଙ୍କା ଏନ.ଇ.ଏଫ.ଟି ମାଧ୍ୟମରେ ପ୍ରଦାନ କରାଯାଇଛି ।ପ୍ରଦାନ କରିବା ସମୟରେ ବ୍ରାହ୍ମଣ ସମାଜର ସଭାପତି ମନୋଜ ମହାପାତ୍ର, ସଂପାଦକ ନରେଶ ପାଣିଗ୍ରାହୀ, ଉପସଭାପତି ଚନ୍ଦ୍ରଶେଖର ରଥ ଙ୍କ ସମେତ ଦମନ ପାଢ଼ୀ, ରମେଶ କୁମାର ସାମନ୍ତ,ସମନାଥ ରଥ,ଲକ୍ଷ୍ମୀକାନ୍ତ ପାଢ଼ୀ ଙ୍କ ସହ ବହୁ ବ୍ରାହ୍ମଣ ଉପସ୍ଥିତ ଥିଲେ ।


ରିପୋର୍ଟ - ସରୋଜ କୁମାର ଲେଙ୍କା ।


Comments

Popular posts from this blog

ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀରେ ବିଜେଡ଼ି ପକ୍ଷରୁ ମେଡ଼ିକାଲ ରେ ରୋଗୀଙ୍କୁ ଫଳ ବଣ୍ଟନ ।

ବାଡାମପୁଟ ନିକଟସ୍ଥ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ